ବଜରଙ୍ଗଙ୍କ ସ୍ୱର୍ଣ୍ଣିମ ବିଜୟ : ପ୍ରଥମ ଦିନରେ ଭାରତକୁ ୨ ପଦକ

ଜାକର୍ତ୍ତା: ଅଷ୍ଟାଦଶ ଏସୀୟ କ୍ରୀଡ଼ାର ପ୍ରଥମ ଦିନରେ ହିଁ ଭାରତ ପଦକ ଖାତା ଖୋଲିଛି। ଭାରତ ଆଜି ଗୋଟିଏ ସ୍ୱର୍ଣ୍ଣ ସହ ମୋଟ ଦୁଇଟି ପଦକ ଜିତି ନେଇଛି। ବନ୍ଧୁକ ଚାଳନାର ୧୦ ମିଟର ଏୟାର ରାଇଫଲ୍‌ରେ ରବି କୁମାର ଓ ଅପୂର୍ବୀ ଚାନ୍ଦିଲା କାଂସ୍ୟ ଜିତି ଦେଶବାସୀଙ୍କୁ ପ୍ରଥମ ପଦକ ଉପହାର ଦେଇଥିଲେ। ହେଲେ ରବିବାରର ସବୁଠାରୁ ବଡ଼ ଖୁସି ଖବର କୁସ୍ତି ଆଖଡ଼ାରୁ ମିଳିଛି। ହରିଆଣା ପହିଲମାନ … Continue reading ବଜରଙ୍ଗଙ୍କ ସ୍ୱର୍ଣ୍ଣିମ ବିଜୟ : ପ୍ରଥମ ଦିନରେ ଭାରତକୁ ୨ ପଦକ